ଜାଣିବାର କଥା ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

  • 49

    ସରକାରୀ ଆଇଟିଆଇ
  • ୨୦୧୬-୧୭ରେ

    8,507

    ଜଣ ପାସ୍ କରିଛନ୍ତି
  • 6,751

    ୨ ବାର୍ଷିକ ଟ୍ରେଡ
  • 1,756

    ୧ ବାର୍ଷିକ ଟ୍ରେଡ
  • 526

    ଘରୋଇ ଆଇଟିଆଇ
  • ୨୦୧୬-୧୭ରେ

    30,845

    ଜଣ ପାସ୍ କରିଛନ୍ତି
  • 29,910

    ୨ ବାର୍ଷିକ ଟ୍ରେଡ
  • 935

    ୧ ବାର୍ଷିକ ଟ୍ରେଡ

61

ଟି ସରକାରଙ୍କ ତରଫରୁ ବିଭିନ୍ନ ତାଲିମ ଦେଉଥିବା ତାଲିମ ସଂସ୍ଥା

196

ଟି କ୍ଷେତ୍ରରେ ତାଲିମ ବ୍ୟବସ୍ଥା ଉପଲବ୍ଧ

39

ନିଯୁକ୍ତି ଜଡିତ ତାଲିମ କାର୍ଯ୍ୟକ୍ରମ

32

ଦକ୍ଷତା ବିକାଶ କେନ୍ଦ୍ର

38

ଦକ୍ଷତା ବିକାଶ ସଂପ୍ରସାରଣ କେନ୍ଦ୍ର

ଓଏସଡିଏର ନୂତନଧରଣର କାର୍ଯ୍ୟକ୍ରମ

  • 1 ଉନ୍ନତ ଦକ୍ଷତା ପ୍ରଦାନ ପାଇଁ ପରୀକ୍ଷାମୂଳକ ପ୍ରସ୍ତାବ ଗ୍ରାମ ତରଙ୍ଗ ସହାୟତାରେ ୨୦୦ ଶଯ୍ୟା ପାର୍ଶ୍ଵ ପରିଚାରିକା/ନର୍ସ ଏବଂ ଏଏନଏମଙ୍କ ଦକ୍ଷତା ବିକାଶ ପାଇଁ ପରୀକ୍ଷାମୂଳକ ପ୍ରସ୍ତାବ।
  • 2୫୦୦ ନର୍ସଙ୍କୁ ଉନ୍ନତ ଦକ୍ଷତା ପ୍ରଦାନ ପାଇଁ ପ୍ରସ୍ତାବ କେୟାର ଇନଷ୍ଟିଚ୍ୟୁଟ ଅଫ ହେଲଥ ସାଇନସ ସହାୟତାରେ ୫୦୦ ଏଏନଏମ, ଜିଏନଏମ, ବିଏସସି ଏବଂ ନର୍ସିଙ୍ଗ ଛାତ୍ରଛାତ୍ରୀମାନ ଦକ୍ଷତା ବିକାଶ ପାଇଁ ପରୀକ୍ଷାମୂଳକ ପ୍ରସ୍ତାବ।
  • 3‘ଆଇ-ମିତ୍ର’ ଚଷମା ବିଶାରଦ ତାଲିମଏସିଲର ସହଯୋଗରେ ୪୦୦ ଯୁବଗୋଷ୍ଠୀଙ୍କୁ ‘ଆଇ-ମିତ୍ର’ର ଚଷମା ବିଶାରଦ ତାଲିମ।
  • 4ଭାରତୀୟ ଫାଉଣ୍ଡେସନ ପାଇଁ ପହଞ୍ଚିଲେ ପାନ ଆଇଟିଆଇର ..ଟେଲିକମ ଟାୱାର ବିଶେଷଜ୍ଞ ଗୁରୁକୁଳ ପରୀକ୍ଷାମୂଳକ ପ୍ରକଳ୍ପର କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ପାନ୍ ଆଇଆଇଟି ଶିକ୍ଷାର୍ଥୀ ଇଣ୍ଡିଆନ ଫାଉଣ୍ଡେସନରେ ପହଞ୍ଚିଲେ।
  • 5ରାମକୃଷ୍ଣ ମିଶନ ଆଶ୍ରମରେ ଧନ୍ଦାମୂଳକଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପାଇଁ ରାମକୃଷ୍ଣ ମିଶନ ଆଶ୍ରମ ଧନ୍ଦାମୂଳକ ତାଲିମ କେନ୍ଦ୍ରର ପ୍ରସ୍ତାବ।

ବାର୍ଷିକ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟିକାରୀ ଯୋଜନା(CMEGP)ର ତାଲିକା

ବର୍ଷ ତାଲିମ ପାଇଛନ୍ତି ନିଯୁକ୍ତି ପାଇଛନ୍ତି
2014-15 97,238 9,678
2015-16 2,49,679 25,429
2016-17 1,22,492 28,589
ସର୍ବମୋଟ 4,69,409 63,696

ତିନି ବର୍ଷରେ ଦକ୍ଷତା ବିକାଶ ପାଇଁ ଅନୁଦାନ

ବର୍ଷ ଟଙ୍କା
2014-15 13,28,66,526 ଟଙ୍କା
2015-16 22,54,80,815 ଟଙ୍କା
2016-17 33,35,93,400 ଟଙ୍କା

ସ୍ଵତନ୍ତ୍ର ତାଲିମ ପ୍ରତିଷ୍ଠାନ

  • ସିପେଟ, ଭୁବନେଶ୍ବର ଠିକଣା: ଏସ-୩/୭୯, ସେକ୍ଟର-ଏ, ଜୋନ-ବି, ମଞ୍ଚେଶ୍ଵର ଶିଳ୍ପାଞ୍ଚଳ, ଭୁବନେଶ୍ବର, ଜିଲ୍ଲା-ଖୋର୍ଦ୍ଧା, ପିନ୍-୭୫୧୦୧୦
  • ସିଟିଟିସି, ଭୁବନେଶ୍ବର ଠିକଣା: ବି-୩୬,ଚନ୍ଦକା ଶିଳ୍ପାଞ୍ଚଳ, ଭୁବନେଶ୍ବର,ଖୋର୍ଦ୍ଧା-୭୫୧୦୨୪
  • ଡ୍ରାଇଭିଙ୍ଗ ତାଲିମ ପ୍ରତିଷ୍ଠାନ, ଛତିଆ ଠିକଣା: ଛତିଆ, ଯାଜପୁର-୭୫୪୦୨୩
  • ଏସଆଇଏଚଏମ, ବଲାଙ୍ଗିର ଠିକଣା: ଟିଟିଲଗଡ ରୋଡ,ବଲାଙ୍ଗୀର-୭୬୭୦୦୧
  • ଆପଟାକ, ବାଲେଶ୍ଵର ଠିକଣା: ସିପେଟ, ପ୍ଲଟ ନଂ. ଏ, ଇଡକୋ, ବାମପଡା ଶିଳ୍ପାଞ୍ଚଳ, ବ୍ଲକ-ବାଲେଶ୍ଵର ଜିଲ୍ଲା-ବାଲେଶ୍ଵର, ପିନ୍-୭୫୬୦୫୬

ତାଲିମ ଦାତାଙ୍କ ତାଲିମ ପ୍ରତିଷ୍ଠାନ

ସେଞ୍ଚୁରିୟାନ ଆଇଟିଓଟି

ଜଟଣୀ, ଖୋର୍ଦ୍ଧା

ଅତ୍ୟାଧୁନିକ ତାଲିମ ପ୍ରତିଷ୍ଠାନ

ଚୌଦ୍ବାର(ଭାରତ ସରକାର/ଏମଓଏସଡିଇ)

ସ୍ୱଳ୍ପ ଅବଧି ଭିତ୍ତିକ ଦକ୍ଷତା ତାମିଲ ପାଇଁ ଶ୍ରେଷ୍ଠ ୧୦ଟି କ୍ଷେତ୍ର

  • ଇଲେକ୍ଟ୍ରିକାଲ
  • ସ୍ବାସ୍ଥ୍ୟସେବା
  • ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ
  • ନିର୍ମାଣ, ନିର୍ମାଣ ସାମଗ୍ରୀ ଓ ଜମିବାଡି
  • ଉତ୍ପାଦନ ଏବଂ ତିଆରୀ
  • ପୋଷାକ ଓ ପରିଧାନ
  • ରେଫ୍ରିଜିରେସନ ଏବଂ ଏୟାରକଣ୍ଡିସନ
  • ଅଟୋମୋବାଇଲ
  • ପର୍ଯ୍ୟଟନ ଓ ଅତିଥି ସତ୍କାର
  • ପ୍ଲାଷ୍ଟିକ ପ୍ରକ୍ରିୟାକରଣ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ)

  • 46

    ତାଲିମଦାତା
  • 105

    ତାଲିମ କେନ୍ଦ୍ର
  • 29,068

    ଶିକ୍ଷାର୍ଥୀ
  • ସ୍ୱଳ୍ପ ଅବଧି ତାଲିମ (ଏସଟିଟି)

  • 12

    ପୂର୍ବ ଶିକ୍ଷଣ ମାନ୍ୟତା ପ୍ରକଳ୍ପ
  • 9961

    ଶିକ୍ଷାର୍ଥୀ
  • ପୂର୍ବ ଶିକ୍ଷଣ ମାନ୍ୟତା(ଆରପିଏଲ)
ଦୁଇଟି ବିଭାଗର ସବିଶେଷ ତଥ୍ୟ ନିମ୍ନ ଅନୁଯାୟୀ :
ଓଡ଼ିଶା ରାଜ୍ୟ ନିର୍ଦ୍ଧାରିତ ଟାର୍ଗେଟ (୨୦୧୮ ଆର୍ଥିକ ବର୍ଷ) ନାମ ଲେଖାଇଛନ୍ତି ଚାଲୁଥିବା ତାଲିମ ସଂଖ୍ୟା ତାଲିମପ୍ରାପ୍ତ ସଂଖ୍ୟା ମୂଲ୍ୟାଙ୍କନ ସଂଖ୍ୟା ପ୍ରମାଣପତ୍ର ପାଇଛନ୍ତି ନିଯୁକ୍ତି ପାଇଛନ୍ତି
ଏସଟିଟି 31650 19107 8965 9192 6522 5020 627
ଆରପିଏଲ 13584 9961 112 9588 7728 6892 -

ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ)

29

ମଞ୍ଜୁରୀପ୍ରାପ୍ତ

12

ସ୍ଥାପିତ

178

ବ୍ୟାଚ ନାମ ଲେଖାଇଛନ୍ତି
ଓଡ଼ିଶାରେ ଜିଲ୍ଲା ଭିତ୍ତିରେ ପିଏମକେକେ ସୂଚନା :
କ୍ରମାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଜିଲ୍ଲା ତାଲିମଦାତା
1 ବଲାଙ୍ଗୀର ବଲାଙ୍ଗୀର ଡାଟାପ୍ରୋ କମ୍ପ୍ୟୁଟର୍ସ ପ୍ରାଇଭେଟ ଲିମିଟେଡ
2 ବଲାଙ୍ଗୀର ସୁବର୍ଣ୍ଣପୁର ଆଇଏସିଏମ ସ୍ମାର୍ଟ ଲର୍ଣ୍ଣ ଲିମିଟେଡ
3 ବ୍ରହ୍ମପୁର ଗଜପତି ଗ୍ରାମ ତରଙ୍ଗ ଏମ୍ପ୍ଲୋୟବିଲିଟି ଟ୍ରେନିଂ ସର୍ଭିସେସ ଲିମିଟେଡ
4 ଭୁବନେଶ୍ବର ଖୋର୍ଦ୍ଧା ଡାଟାପ୍ରୋ କମ୍ପ୍ୟୁଟର୍ସ ପ୍ରାଇଭେଟ ଲିମିଟେଡ
5 କଟକ କଟକ ଡାଟାପ୍ରୋ କମ୍ପ୍ୟୁଟର୍ସ ପ୍ରାଇଭେଟ ଲିମିଟେଡ
6 ଢେଙ୍କାନାଳ ଢେଙ୍କାନାଳ ଆଇଏସିଏମ ସ୍ମାର୍ଟ ଲର୍ଣ୍ଣ ଲିମିଟେଡ
7 ଯାଜପୁର ଯାଜପୁର ଆଇଏସିଏମ ସ୍ମାର୍ଟ ଲର୍ଣ୍ଣ ଲିମିଟେଡ
8 କେନ୍ଦୁଝର କେନ୍ଦୁଝର ଆଇଏଲ ଏବଂ ଏଫଏସ ସ୍କିଲ୍ସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ
9 କୋରାପୁଟ ରାୟଗଡା ଗ୍ରାମ ତରଙ୍ଗ ଏମ୍ପ୍ଲୋୟବିଲିଟି ଟ୍ରେନିଂ ସର୍ଭିସେସ ଲିମିଟେଡ
10 ମୟୁରଭଞ୍ଜ ମୟୁରଭଞ୍ଜ ଆଇଏସିଏମ ସ୍ମାର୍ଟ ଲର୍ଣ୍ଣ ଲିମିଟେଡ
11 ସମ୍ବଲପୁର ସମ୍ବଲପୁର ଆଇଏଲ ଏବଂ ଏଫଏସ ସ୍କିଲ୍ସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ
12 ସୁନ୍ଦରଗଡ ସୁନ୍ଦରଗଡ ଆଇଏଲ ଏବଂ ଏଫଏସ ସ୍କିଲ୍ସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ
award icon

ଡିଡିୟୁ-ଜିକେୱାଇର ସଫଳ ରୂପାୟନ ପାଇଁ ଓଡ଼ିଶା ଭାରତର ଶ୍ରେଷ୍ଠ ପ୍ରଦେଶ ହିସାବରେ ପୁରସ୍କୃତ

୨୦୧୬-୧୭ ଆର୍ଥିକ ବର୍ଷରେ ଡିଡିୟୁ-ଜିକେୱାଇ ଯୋଜନାକୁ ରାଜ୍ୟରେ ସଫଳ ରୂପାୟନ କରି ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୭ ଜୁନ ୧୯ ତାରିଖରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶା ପୁରସ୍କୃତ ହୋଇଥିଲା।

performing state in implementation of DDU-GKY

ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ୨୦୧୬ ମେ ୨୩ ତାରିଖରେ ପ୍ୟାରିସ ସ୍ଥିତ ୟୁନେସକୋର ମୁଖ୍ୟ କାର୍ଯ୍ୟାଳୟରେ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ଓଡ଼ିଶା ପୁରସ୍କୃତ।

Europe India Foundation for Excellence
award icon
award icon

ଜାତୀୟ ଦକ୍ଷତା ଲକ୍ଷ୍ୟରେ ଓଡ଼ିଶାର ସଫଳତା

ଜାତୀୟ ଦକ୍ଷତା ଲକ୍ଷ୍ୟ ହାରରେ ଓଡ଼ିଶା ୨୦ ପ୍ରତିଶତ ସଫଳତା ହାସଲ କରିଥିଲା; ଯାହା ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବାଧିକ।

ମୋବିଲାଇଜେସନ ପାଇଁ ଓଡ଼ିଶାର ବ୍ୟବହୃତ ଜିଆରଏସ ମଡେଲକୁ ପ୍ରଶଂସା

ମୋବିଲାଇଜେସନ ପାଇଁ ବ୍ୟବହୃତ ଜିଆରଏସ ମଡେଲକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟ ଗୁଡିକୁ ଏହି ମଡେଲକୁ ଅନୁକରଣ ପାଇବା ପାଇଁ ଉପଦେଶ ଦେଇଥିଲେ।

award icon
award icon

ଓଡ଼ିଶାକୁ ସ୍କଚ ଅର୍ଡର- ମେରିଟ ପୁରସ୍କାର

କୌଶଳ ବିକାଶ କାର୍ଯ୍ୟକ୍ରମ ପାଇଁ ଭାରତର ଶ୍ରେଷ୍ଠ ଗଭର୍ଣ୍ଣାନ୍ସ ଭାବେ ଓଡ଼ିଶାକୁ ସ୍କଚ ଅର୍ଡର- ମେରିଟ ପୁରସ୍କାର

    ଆଇଟିଆଇ କ୍ଷେତ୍ରରେ ଶ୍ରେଷ୍ଠ ନିଯୁକ୍ତିଦାତା

  • tata
    ଯାଜପୁର
  • suzuki
    ଗୁଜୁରାଟ
  • itc
    କୋଲକାତା
  • piaggio
    ପୁଣେ
  • honda
    ହରିୟାଣା

    ସ୍ୱଳ୍ପ ସମୟ ଭିତ୍ତିକ ଦକ୍ଷତା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ନିଯୁକ୍ତିଦାତା

  • shasi
    ବେଙ୍ଗାଲୁରୁ
  • takahata
    ରାଜସ୍ଥାନ
  • aegis
    ମୁମ୍ବାଇ
  • Eureka
    ମୁମ୍ବାଇ
  • Welspun
    ମୁମ୍ବାଇ

  • westside
    ମୁମ୍ବାଇ
  • tatwa
    ଭୁବନେଶ୍ବର
  • poimtec
    ବେଙ୍ଗାଲୁରୁ
  • CafeCoffeeDay
    ବେଙ୍ଗାଲୁରୁ
  • Sista
    ବେଙ୍ଗାଲୁରୁ

  • vardhman
    ହାଇଦ୍ରାବାଦ
  • orient
    ହରିୟାଣା
  • trent
    ମୁମ୍ବାଇ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।